ବିନାଶ
ସର୍ବେ ହୋଇବେ ଏକାକାର ନଥିବ ଭେଦ ର ବିଚାର l ତେଣୁ ହୋଇବେ ଆଲ୍ପାୟୁଷ...... ଏ ଶବ୍ଦ ଧାଡି ମୋର ନୁହେଁ l ମାଳିକା ବୋଲି ଗୋଟେ କୋଉ ବହି ରେ ଲେଖା ହେଇଚି l କଂସ, କୋକୁଆ, କମୁନିଷ୍ଟ ବା କମୁନଲ , ଓ ଶେଷ ରେ କୋରାନା l ଏ ତିନୋଟି ଅନ୍ୟାୟ ଓ ଅନାର୍ଯ୍ୟ ସଂସ୍କୃତି ର ମୁଖ ମୁଖବନ୍ଧ l ଏମାନେ କେବେ ବି ନୀତି ନିୟମ ଈଶ୍ୱର ଭୟ ଗୁରୁ ପୂଜନ କି ଭଲ ସଂସ୍କାର କୁ ଆପଣାନ୍ତାନି l ଫଳରେ ସୃଷ୍ଟି ନାଶ ର ସମୟ ଉତ୍ପତି ହେବା ପରି ପ୍ରତୀତ ହୁଏ l
ମାଳିକାରେ ଲେଖାଅଛି
ଏଇ କମୁନଲ ଗୋଷ୍ଠୀ ମାନେ ହିଁ ବ୍ରାହ୍ମଣ ଆଉ କରଣ ଙ୍କୁ ବଦନାମ କରି ବହୁତ ମାତ୍ରାରେ ସଫଳ ହେଇଗଲେ l ଆଗରୁ ବି ହଉଥିଲେ l କିନ୍ତୁ ସେମାନେ ସେତେବେଳେ ଯାହା କରୁଥିଲେ ଏବେ ବି ସେଇୟା କରୁଛନ୍ତି l ଅର୍ଥାତ ଯେତେ ବେଳେ ଭୟଙ୍କର ପରିସ୍ଥିତି ଆସେ ସେମାନେ ଖୋଜି ବୁଲନ୍ତି l ଭଗବାନଙ୍କୁ ମନେ ପକାନ୍ତି ବ୍ରାହ୍ମଣ ମାନଙ୍କ କ୍ରିୟା କର୍ମ କୁ l ଅଶୌଚତାକୁ ବ୍ରାହ୍ମଣ ବାରଣ କରନ୍ତି l ଯୋଉଁଟାକି ପରବର୍ତ୍ତୀ ସମୟ ରେ ଯାଇ ଜାତି ଓ ଛୁଆଁ ଅଛୁଆଁ ଭେଦ ଭାବ ପରି ଘୃଣା ର ମଞ୍ଜି ବୁଣା ହେଲା l ଅବଶ୍ୟ କିଛି ଉଚ୍ଚ ଜାତି ଓ ବ୍ରାହ୍ମଣ ଅତ୍ୟାଚାରୀ ଥିଲେ l ଅସ୍ବୀକାର କରିହବନି l କିନ୍ତୁ ସେମାନ ଙ୍କ ସଂଖ୍ୟା କମ ଓ ପ୍ରଚାର ଅଧିକ l ଏବେ କୋରାନl ଲାଗି ପୁନଶ୍ଚ ଆରମ୍ଭ ହେଲା ତ l ନାଁ କଣ ରଖାଗଲା ସଚେତନତା l

କାମଗାର ଲୋକ ମାନେ ସାଧାରଣତଃ ଅଶୌଚ ଅବସ୍ଥା ରେ ଥାନ୍ତି l ସେଥି ପାଇଁ ସେଇ ଅବସ୍ଥାରେ କଣ ଶୁଭ କାମ କି ମନ୍ଦିର କାମ କରି ହୁଏ କି ? ନ ପାକଶାଳ କିମ୍ବା ଶୟନ କକ୍ଷ କୁ ଯାଇ ହୁଏ ? ନାହିଁ ନା ?ଏବେ ସମସ୍ତେ ସନାତନ ହିନ୍ଦୁ ଧର୍ମ ର ପ୍ରତ୍ୟେକ ସଂସ୍କାର କୁ ଗ୍ରହଣ କରିବା ଲାଗି ବାଧ୍ୟ ହେବେ l ନଚେତ ବିନାଶ ନିଶ୍ଚିତ l( ପାପୀ ଦେବାଶିଷ )

Article by - Debasis Pattnayak

Books by Surendra Nath

Recommended for you